ମୁଭମେଣ୍ଟ ଚାର୍ଟର୍

This page is a translated version of the page Movement Charter and the translation is 39% complete.
Outdated translations are marked like this.
ମୁଭମେଣ୍ଟ ଚାର୍ଟର୍ ପ୍ରାରୂପୀକରଣ ସମିତି ବା' "ମୁଭମେଣ୍ଟ ଚାର୍ଟର୍ ଡ୍ରାଫ୍ଟଟିଙ୍ଗ କମିଟି" ଆମକୁ ଅବଗତ କରାଏ ଯେ 'ମୁଭମେଣ୍ଟ ଚାର୍ଟର୍'ର ଉଦ୍ଦେଶ୍ୟ କ'ଣ?

ମୁଭମେଣ୍ଟ ଚାର୍ଟର୍କୁ ଏକ ସ୍ଵତନ୍ତ୍ର ଦସ୍ତାବିଜ ଭାବରେ ଗ୍ରହଣ କରିପାରିବା, ଯେଉଁଥିରେ କି ଉଇକିମିଡିଆ ମୁଭମେଣ୍ଟରେ କାର୍ଯ୍ୟ କିମ୍ବା ଅବଦାନ କରୁଥିବା ସମସ୍ତ ସଦସ୍ୟ ଅବା ଅନୁଷ୍ଠାନର ଭୂମିକା ଓ ଦାୟିତ୍ଵ ବିଷୟରେ ସଂପୂର୍ଣ୍ଣ ବିବରଣୀ ରହିବ । ଏପରିକି "ଗ୍ଲୋବାଲ କାଉନ୍ସିଲ"ର ଭୂମିକା ଓ ଦାୟିତ୍ଵ ଏହି ଦସ୍ତାବିଜର ଅନ୍ତର୍ଭୁକ୍ତ ହେବ । ମୁଭମେଣ୍ଟ ଚାର୍ଟର୍, ମୁଭମେଣ୍ଟ ଷ୍ଟ୍ରାଟେଜୀ - ଆଗାମୀ ନୀତି ସବୁର ଏକ ପ୍ରଧାନ ଅଙ୍ଗ ।

The Movement Charter is a Movement Strategy priority.

Current drafts



ମୁଭମେଣ୍ଟ ଚାର୍ଟର୍ ବିଷୟରେ

ଏବେ ସୁଦ୍ଧା ଷ୍ଟ୍ରାଟେଜୀ ଟିମ ଦ୍ଵାରା ଗ୍ରହଣ କରାଯାଇଥିବା ମତାମତ ଅନୁସାରେ ମୁଭମେଣ୍ଟ ଚାର୍ଟର୍ ଆଗାମୀ କାର୍ଯ୍ୟଭୂମି କିଛି ମାତ୍ରାରେ ଏପରି ଭାବରେ ରହିବ ।$ref

  • ମୁଭମେଣ୍ଟ ଷ୍ଟ୍ରକ୍ଚର୍‌ରେ ଅନୁମୋଦିତ ହୋଇଥିବା ନିୟମ ଓ ସୂଚନା ଗୁଡ଼ିକର ମୂଲ୍ୟବୋଧ, ନୀତି ଗୁଡ଼ିକର ମାନରକ୍ଷା, ଗ୍ଲୋବାଲ କାଉନ୍ସିଲର ଦାୟିତ୍ଵ, ଆଞ୍ଚଳିକ ହବ୍ ଓ ବିଷୟଗତ ହବ୍ ମାନଙ୍କର ପ୍ରତିଷ୍ଠା ଓ କାର୍ଯ୍ୟକାରିତା - ଉପକାରିତା, ଉଭୟ ନୂଆ ଏବଂ ଆଗରୁ ଚଳି ଆସୁଥିବା ସମିତି ଗୁଡିକର ସବିଶେଷ ବିବରଣୀ ଏଥିରେ ରହିବ ।
  • ଉଇକିମିଡିଆ ମୁଭମେଣ୍ଟ ସହ ଜଡ଼ିତ ସମସ୍ତ ହିତାଧିକାରୀଙ୍କ ଆବଶ୍ୟକତାକୁ ବୁଝି ଉଭୟ ବିଶ୍ୱାସ ଓ ନୈତିକତା ଦୃଷ୍ଟିରୁ ସଠିକ ମାନଦଣ୍ଡ ନିର୍ଦ୍ଧାରଣ କରିବା ।:
    • ଏକ ନିରାପଦ ଓ ସହଯୋଗାତ୍ମକ ବାତାବରଣ ବଜାୟ ରଖିବା ।
    • ଉଇକିମିଡିଆ ମୁଭମେଣ୍ଟ ସହ ଜଡ଼ିତ ସମସ୍ତ ସୂତ୍ରରୁ ଅନୁଦାନର ଉତ୍ପତ୍ତି ଓ ଉପାଦେୟ ବିତରଣ ସୁନିଶ୍ଚିତ କରିବା ।
    • ଉଇକିମିଡିଆ ମୁଭମେଣ୍ଟରେ ଉପଲବ୍ଧ ହେଉଥିବା ସମ୍ବଳ ଗୁଡ଼ିକର ସଠିକ ଦିଗରେ ଉପଯୋଗ ହେବା ପାଇଁ ଉପଯୁକ୍ତ ଓ ସାର୍ବଜନୀକ ଯୋଜନା ତିଆରି କରିବା ।
    • ମୁଭମେଣ୍ଟରେ କାମ କରୁଥିବା ବିଭିନ୍ନ କମ୍ୟୁନିଟି କେଉଁ ପରିସ୍ଥିତିରେ ଓ କିପରି ଭାବରେ ପରସ୍ପର ପ୍ରତି ଉତ୍ତରଦାୟୀ, ସବିଶେଷ ନିୟମ ନିର୍ଦ୍ଧାରଣ କରିବା ।
    • ବିଭିନ୍ନ ପ୍ରକଳ୍ପରେ ଅବଦାନକାରୀ ମାନଙ୍କର ସମ୍ପୃକ୍ତି ଓ ସମ୍ପର୍କିତ ଅଧିକାର ଗୁଡ଼ିକ ନିଶ୍ଚୟ କରିବା ।

ସମୟସୀମା

ଏହା ଏକ ପ୍ରାରମ୍ଭିକ ସମୟସୀମା । ଯଦିଓ ଏଥିରେ ଏବେ ପାଇଁ ମୁଭମେଣ୍ଟ ଚାର୍ଟର୍ ଜଡିତ ବିଭିନ୍ନ ସୋପାନ ଗୁଡ଼ିକ ବିଷୟରେ ଆଲୋଚନା କରାଯାଉଛି, ସମ୍ପର୍କିତ ପ୍ରକ୍ରିୟା ଗୁଡ଼ିକୁ ତରବରରେ ନ କରିବାକୁ, ପରେ ଏହି ତାରିଖ ଗୁଡ଼ିକ ବଦଳି ପାରେ ।

ଅବଧି ସୋପାନ
ନଭେମ୍ବର ୨୦୨୧ - ଜାନୁଆରୀ ୨୦୨୨ * ଆନ୍ତରୀଣ ପ୍ରକ୍ରିୟା ଗୁଡ଼ିକର ସୁପରିଚାଳନା ପାଇଁ ସସମର୍ଥ ପ୍ରଣାଳୀ ନିର୍ଦ୍ଧାରଣ କରିବା । Drafting Group
  • ଗବେଷଣା, ଅନୁସନ୍ଧାନ ଓ ମତାମତ ସଂଗ୍ରହ କରିବା ।
ଫେବୃଆରୀ - ଅକ୍ଟୋବର ୨୦୨୨ * ଗବେଷଣା, ଅନୁସନ୍ଧାନ ଓ ମତାମତ ସଂଗ୍ରହ କରିବା ।
  • ସମସ୍ତ ସତ୍ଵାଧିକାରୀ ମାନଙ୍କ ସହ ଯୋଗାଯୋଗ କରି ଚାର୍ଟର୍ ର ପ୍ରାରମ୍ଭିକ ଡ୍ରାଫ୍ଟଟିଏ ତିଆରି କରିବା ।
ନଭେମ୍ବର ୨୦୨୨ First batch of the Movement Charter draft chapters (Preamble, Values & Principles, and Roles & Responsibilities statement of intent) published
ନଭେମ୍ବର ୨୦୨୨ - ଜାନୁଆରୀ ୨୦୨୩ Call for review and amendments ସମସ୍ତଙ୍କ ଅବଗତି ନିମନ୍ତେ ।
ଫେବୃଆରୀ - ମାର୍ଚ୍ଚ ୨୦୨୩ MCDC ଲିଖିତ ତଥ୍ୟ ଓ ଆଲୋଚନା ଦ୍ଵାରା ପ୍ରାପ୍ତ ହୋଇଥିବା ମତାମତ ଗୁଡ଼ିକ ଉପରେ ପୁନଃ ଅନୁଶୀଳନ କରିବା ।
April 2023 Community consultation on the Movement Charter ratification methodology proposal
April – July 2023 Drafting the second batch of Movement Charter draft chapters
ଜୁନ - ଜୁଲାଇ ୨୦୨୩ ମୁଭମେଣ୍ଟ ଚାର୍ଟର୍ ଡ୍ରାଫ୍ଟର ଦ୍ଵିତୀୟ ଭାଗ ସମୀକ୍ଷା ପାଇଁ ପ୍ରକାଶିତ ହେଲା ।
ଜୁଲାଇ - ଡିସେମ୍ବର ୨୦୨୩ Community consultation on the second batch of the Movement Charter draft chapters
March – April 2024 Community consultation of the full charter draft
ଅତିରିକ୍ତ ଆଲୋଚନା: ଯଦି ସମସ୍ତ ପ୍ରକ୍ରିୟା ସୁବିଧାରେ ସରିଛି, ତ ଆମେ ଅନୁମୋଦନ ପାଇଁ ଆଗେଇ ପାରିବା । ଆଲୋଚନାର ଆଗାମୀ ଚକ୍ରରେ ପୁଣି ୩ ମାସର ପୁନଃ-ନିରୀକ୍ଷଣ ଓ ଆଉ ୨ ମାସର ସମୀକ୍ଷା ସମୟସୀମା ରହିବ । ହୁଏତ ଏହା ଏମିତି ଆହୁରି ଆଗକୁ ଚାଲିପାରେ ।
June 2024 ମୁଭମେଣ୍ଟ ଚାର୍ଟର୍ ପାଇଁ ଅନୁମୋଦନ ପ୍ରକ୍ରିୟା


ଅଧିକା ଦେଖିବେ