ୱିକିପେଡ଼ିଆ

This page is a translated version of the page Wikipedia and the translation is 48% complete.
Outdated translations are marked like this.
Note: the name "Wikipedia" is often confused with several other, similar, names; please see the glossary for an explanation of these.

ଏହି ପ୍ରକଳ୍ପ ଜାନୁଆରୀ ୧୫, ୨୦୦୧ ମସିହାରେ ଇଂରେଜୀ ଭାଷାରେ ୱିକିପେଡ଼ିଆ ଦ୍ବାରା ଆରମ୍ଭ ହୋଇଥିଲା୤ ଖୁବ ଶୀଘ୍ର ଫ୍ରେଞ୍ଚ୍ ସଂସ୍କରଣ ଆରମ୍ଭ ହୋଇଥିଲା ଏବଂ ଧିରେ ଧିରେ ଅନେକ ଭାଷାରେ ଏହା ନିର୍ମାଣ ହୋଇଥିଲା୤ ଏହି ପ୍ରକଳ୍ପର ବିଶ୍ବବ୍ୟାପୀ ଉପସ୍ଥିତିକୁ ଦର୍ଶାଇବା ପାଇଁ ବହୁତ ପ୍ରୟାସ କରାଯାଉଛି୤

ଇଂରେଜୀ ୱିକିପେଡ଼ିଆ ଲୋଗୋ
ଓଡ଼ିଆ ୱିକିପେଡ଼ିଆ ଲୋଗୋ

ଆଜିର ଦିନ ମାର୍ଚ୍ଚ ୨୦୨୪, ଏକ ଶହରୁ ଅଧିକ ୱିକିପେଡ଼ିଆ ରହିଛି, ଯେଉଁଥିରେ ୧୦୦ରୁ ଅଧିକ ଲେଖା ରହିଛି, 170 ଯେଉଁଥିରେ ୧୦,୦୦୦ ରୁ ଅଧିକ ଲେଖା ରହିଛି ଏବଂ 71 ରେ ୧୦୦,୦୦୦ରୁ ଅଧିକ ଲେଖା ରହିଛି୤

ଆଜିର ଦିନ ମାର୍ଚ୍ଚ ୨୦୨୪ରେ wp-count-ସମସ୍ତ ଭାଷା ସଂସ୍କରଣରେ 62,610,477 ଲକ୍ଷାଧିକ ଲେଖା ପ୍ରକାଶିତ ହୋଇଛି୤

ଅଧିକ ବିବରଣୀ ନିମନ୍ତେ ଦେଖନ୍ତୁ List of Wikipedias

Milestones

୨୦ ସେପ୍ଟେମ୍ବର ୨୦୦୪ ମସିହାରେ ୱିକିପେଡ଼ିଆରେ ୧୦୦ରୁ ଉର୍ଦ୍ଧ୍ବ ଭାଷାରେ ସମୁଦାୟ ୧,୦୦୦,୦୦୦ ଗୋଟି ଲେଖା ପ୍ରକାଶିତ ହୋଇଥିଲା୤

୧ ମାର୍ଚ୍ଚ, ୨୦୦୬ରେ କେବଳ ଇଂରେଜୀ ୱିକିପେଡ଼ିଆରେ ୧,୦୦୦,୦୦୦ ଲେଖା ପ୍ରକାଶିତ ହୋଇଥିଲା୤ ୯ ସେପ୍ଟେମ୍ବର, ୨୦୦୭ରେ ଏହି ସଂଖ୍ୟା ଦ୍ବିଗୁଣିତ ହୋଇ ୨,୦୦୦,୦୦୦ ହୋଇଥିଲା୤ ୧୭ ଅଗଷ୍ଟ, ୨୦୦୯ରେ ଏହା ୩,୦୦୦,୦୦୦ ହୋଇଥିଲା୤ ୧୩ ଜୁଲାଇ, ୨୦୧୨ରେ ୪,୦୦୦,୦୦୦ ଲେଖା ଏବଂ ୧ ନଭେମ୍ବର, ୨୦୧୫ରେ ୫,୦୦୦,୦୦୦ ଲେଖାରେ ସମୃଦ୍ଧ ହୋଇଥିଲା୤

ଇଂରେଜୀ ୱିକିପେଡ଼ିଆ ଅନୁସରଣରେ ଜର୍ମାନୀ (୨୭ ଡିସେମ୍ବର ୨୦୦୯), ଫ୍ରେଞ୍ଚ୍ (୨୧ ସେପ୍ଟେମ୍ବର ୨୦୧୦), ଡଚ୍ (୧୭ ଡିସେମ୍ବର ୨୦୧୧), ଇଟାଲୀୟ (୨୨ ଜାନୁଆରୀ ୨୦୧୩), ରୁଷୀୟ (୧୧ ମଇ ୨୦୧୩), ସ୍ପେନୀୟ (୧୬ ମଇ ୨୦୧୩), ସ୍ବେଡ଼ିସ୍ (୧୫ ଜୁନ୍ ୨୦୧୩), ପୋଲାଣ୍ଡ (୨୪ ସେପ୍ଟେମ୍ବର ୨୦୧୩), ବରାୟ୍ (୮ ଜୁନ୍ ୨୦୧୪), ଭିଏତ୍‌ନାମୀଜ୍ (୧୫ ଜୁନ୍ ୨୦୧୪), ଚେବୁଆନୋ (୧୬ ଜୁଲାଇ ୨୦୧୪) ଏବଂ ଜାପାନୀୟ ସଂସ୍କରଣ (୧୯ ଜାନୁଆରୀ ୨୦୧୬) ସୁଦ୍ଧା ୧,୦୦୦,୦୦୦ରୁ ଅଧିକ ଲେଖା ରହିଛି୤

୫ ସେପ୍ଟେମ୍ବର ୨୦୧୫ରେ, ସ୍ବେଦୀୟ ୱିକିପେଡ଼ିଆ ୨,୦୦୦,୦୦୦ ଲେଖାରେ ସମୃଦ୍ଧ ହୋଇଥିଲା ଏବଂ ଏହାପରେ ୧୪ ଫେବୃଆରୀ ୨୦୧୬ରେ ଚେବୁଆନୋ ୱିକିପେଡ଼ିଆରେ ବି ସମାନ ସଂଖ୍ୟକ ଲେଖା ପ୍ରକାଶିତ ହୋଇଥିଲା୤

On 27 April 2016, the Swedish Wikipedia hit 3,000,000 articles followed by the Cebuano Wikipedia on 25 September 2016.[1]

On 11 February 2017, the Cebuano Wikipedia hit 4,000,000 articles.[1]

On 8 August 2017, the Cebuano Wikipedia hit 5,000,000 articles.[1]

On 14 October 2021, the Cebuano Wikipedia hit 6,000,000 articles.[1]

୨୦୦୪ରେ ୱିକିପେଡ଼ିଆ ‘ଗୋଷ୍ଠୀ ନିର୍ମାଣ’ପାଇଁ ୱେବି ପୁରସ୍କାର ପାଇଥିଲା ଏବଂ ଡିଜିଟାଲ ଗୋଷ୍ଠୀ ନିର୍ମାଣ ପାଇଁ ପ୍ରିକ୍ସ୍ ଆର୍ସ୍ ଇଲେକ୍ଟ୍ରୋନିକା ପୁରସ୍କାର ପାଇଥିଲା୤ ୨୦୧୫ରେ ସମୁଦାୟ ୱିକିପେଡ଼ିଆ ପ୍ରକଳ୍ପକୁ ଏରାସମସ୍ ପୁରସ୍କାର ମିଳିଥିଲା୤

ଭାଷା ସଂସ୍କରଣ

ୱିକିପେଡ଼ିଆ ବିଷୟରେ ଶବ୍ଦ

ଆହୁରି ଦେଖନ୍ତୁ

Notes

  1. a b c d Some projects with a small and weak community can reach a large size due to the mass generation of low-quality content by the bot. The most striking examples of this kind are the Swedish and Cebuano Wikipedias. See also Proposals for closing Cebuano Wikipedia in October 2017.