Fundraising 2011/Thank You Page/or

Translation instructions
  • For pages marked "Missing" or "In progress", click the page title and start translating. When you are done, click "edit status" and change the status to proofreading.
  • For pages marked "Needs updating", compare the page to the source page and update the translation accordingly. When you are done, click "edit status" and change the status to proofreading.
  • It is important to have someone else proofread the translated page! If you have proofread a page and it is ready for publication, click "edit status" and change that page's status to ready.
  • If you are changing something that has already been published, change its status back to ready for it to be published again.

If you have any questions or feedback regarding the translation process, please post them here. Translation FAQ

ଆପଣଙ୍କ ସହଯୋଗ ପାଇଁ ଧନ୍ୟବାଦ । କାହିଁକି ଲୋକମାନେ ଉଇକିକିପିଡିଆ ଏବଂ ଏହାର ସହଯୋଗୀ ପ୍ରକଳ୍ପଗୁଡିକୁ ଦାନ କରନ୍ତି ତାହା ପଢ଼ନ୍ତୁ କିମ୍ବା ଖୋଜନ୍ତୁ ଯେ ଆପଣଙ୍କ କମ୍ପାନିରେ କିଛି ବ୍ୟବସାୟିକ ଉପହାର ଯୋଜନା ଅଛି କି । ଦୁନିଆକୁ କହି ଦିଅନ୍ତୁ ଯେ ଆପଣ ଉଇକିମେଡିଆକୁ ସହଯୋଗ କରନ୍ତି : #keepitfree ଟ୍ୟାଗ ସହ ଟୁଇଟ କରନ୍ତୁ !

Bank transfer edit

ଆପଣଙ୍କ ସହଯୋଗ ପାଇଁ ଧନ୍ୟବାଦ । କାହିଁକି ଲୋକମାନେ ଉଇକିକିପିଡିଆ ଏବଂ ଏହାର ସହଯୋଗୀ ପ୍ରକଳ୍ପଗୁଡିକୁ ଦାନ କରନ୍ତି ତାହା ପଢ଼ନ୍ତୁ କିମ୍ବା ଖୋଜନ୍ତୁ ଯେ ଆପଣଙ୍କ କମ୍ପାନିରେ କିଛି ବ୍ୟବସାୟିକ ଉପହାର ଯୋଜନା ଅଛି କି । ଦୁନିଆକୁ କହି ଦିଅନ୍ତୁ ଯେ ଆପଣ ଉଇକିମେଡିଆକୁ ସହଯୋଗ କରନ୍ତି : ଟୁଇଟ କରନ୍ତୁ ଏହି ଟ୍ୟାଗ ସହ #keepitfree!

ଏହି ପୃଷ୍ଠଟି ରସିଦ ନୁହେଁ । ଉଇକିମେଡିଆ ଫାଉନ୍ଡେଶନ ଆପଣଙ୍କ ଦାନ ଗ୍ରହଣ ଏବଂ ପ୍ରକ୍ରିୟାକରଣ କରିସାରିଲେ ଆପଣ ଇମେଲ ଜରିଆରେ ଗୋଟିଏ ରସିଦ ପାଇଯିବେ ।

ଦୟାକରି ଧ୍ୟାନ ଦିଅନ୍ତୁ ଯେ ଆପଣଙ୍କର ସିଷ୍ଟମରେ ଏହା 'Global Collect' (ଆମ ମଞ୍ଜୁରୀପ୍ରାପ୍ତ ପ୍ରକ୍ରିୟାକାରୀ) ଭାବେ ପ୍ରାପ୍ତ ବୋଲି ଦେଖେଇବ । ଯେତେବେଳେ ଆପଣ ବ୍ୟାଙ୍କକୁ ଟଙ୍କା ସ୍ଥାନାନ୍ତର ପାଇଁ ଅନୁରୋଧ କରିବେ ସେତେବେଳେ ରେଫରେନ୍ସ ନମ୍ବରଟିକୁ ତା ସହ ଦେବାଲାଗି ମାନେ ରଖିବେ । ଆପଣଙ୍କ ଯଦି କିଛି ପ୍ରଶ୍ନ ପଚାରିବାର ଅଛି ବା କିଛି କହିବାର ଅଛି ତାହେଲେ ନିର୍ଦ୍ଵନ୍ଦରେ donate@wikimedia.org ରେ ଆମକୁ ଇମେଲ କରନ୍ତୁ ।

Direct debit edit

ଆପଣଙ୍କ ସହଯୋଗ ପାଇଁ ଧନ୍ୟବାଦ । କାହିଁକି ଲୋକମାନେ ଉଇକିକିପିଡିଆ ଏବଂ ଏହାର ସହଯୋଗୀ ପ୍ରକଳ୍ପଗୁଡିକୁ ଦାନ କରନ୍ତି ତାହା ପଢ଼ନ୍ତୁ କିମ୍ବା ଖୋଜନ୍ତୁ ଯେ ଆପଣଙ୍କ କମ୍ପାନିରେ କିଛି ବ୍ୟବସାୟିକ ଉପହାର ଯୋଜନା ଅଛି କି । ଦୁନିଆକୁ କହି ଦିଅନ୍ତୁ ଯେ ଆପଣ ଉଇକିମେଡିଆକୁ ସହଯୋଗ କରନ୍ତି : #keepitfree ଟ୍ୟାଗ ସହ ଟୁଇଟ କରନ୍ତୁ!

ଏହି ପୃଷ୍ଠଟି ରସିଦ ନୁହେଁ । ଉଇକିମେଡିଆ ଫାଉନ୍ଡେଶନ ଆପଣଙ୍କ ଦାନ ଗ୍ରହଣ ଏବଂ ପ୍ରକିଆକରଣ କରିସାରିଲେ ଆପଣ ଇମେଲ ଜରିଆରେ ଗୋଟିଏ ରସିଦ ପାଇଯିବେ ।

ଦୟାକରି ଧ୍ୟାନ ଦିଅନ୍ତୁ ଯେ ଆପଣଙ୍କର ସିଷ୍ଟମରେ ଏହା 'Global Collect' (ଆମ ମଞ୍ଜୁରୀପ୍ରାପ୍ତ ପ୍ରକ୍ରିୟାକାରୀ) ଭାବେ ପ୍ରାପ୍ତ ବୋଲି ଦେଖେଇବ । ଯେତେବେଳେ ଆପଣ ବ୍ୟାଙ୍କକୁ ଟଙ୍କା ସ୍ଥାନାନ୍ତର ପାଇଁ ଅନୁରୋଧ କରିବେ ସେତେବେଳେ ରେଫରେନ୍ସ ନମ୍ବରଟିକୁ ତା ସହ ଦେବାଲାଗି ମାନେ ରଖିବେ । ଆପଣଙ୍କ ଯଦି କିଛି ପ୍ରଶ୍ନ ପଚାରିବାର ଅଛି ବା କିଛି କହିବାର ଅଛି ତାହେଲେ ନିର୍ଦ୍ଵନ୍ଦରେ donate@wikimedia.org ରେ ଆମକୁ ଇମେଲ କରନ୍ତୁ ।

Thank You / Stories edit

  1. ଲୋକମାନେ କାହିଁକି ଉଇକିକିପିଡିଆ ଏବଂ ଏହାର ସହଯୋଗୀ ପ୍ରକଳ୍ପଗୁଡିକୁ ଦାନ କରନ୍ତି ତାହା ପଢ଼ନ୍ତୁ ଏଇଠି-Read କିମ୍ବା ଖୋଜନ୍ତୁ ଯେ ଆପଣଙ୍କ କମ୍ପାନିରେ କିଛି corporate matching
    ଉପହାର ଯୋଜନା ଅଛି କି ।ଦୁନିଆକୁ କହି ଦିଅନ୍ତୁ ଯେ ଆପଣ ଉଇକିମେଡିଆକୁ ସହଯୋଗ କରନ୍ତି : ଟୁଇଟ କରନ୍ତୁ ଏହି ଟ୍ୟାଗ ସହ #keepitfree
  2. ଏହି ବାକ୍ସରେ ଟିକ ମାରିବା ଦ୍ଵାରା ଆପଣ ଆପଣ ଉଇକିମେଡିଆ ଫାଉଣ୍ଡସନକୁ ଆପଣଙ୍କ ସହିତ ଏହି ବିଷୟରେ ସିଧାସଳଖ ଅନୁସରଣ ଏବଂ ଉଇଇକିମେଡିଆ ସଙ୍ଘ ଓ ଏହାର ସହଭାଗୀ ପ୍ରକଳ୍ପଗୁଡିକୁ ଲୋକାଭିମୁଖୀ କରିବା ନିମନ୍ତେ ଅନୁମତି ଦଉଛନ୍ତି ।
  3. ଇଚ୍ଛାଧୀନ
  4. ବୟସ

Chapter link edit

ସ୍ଥାନୀୟ ବିଷୟ ଉପରେ ଅଧିକ ଜାଣନ୍ତୁ ।