Fundraising 2011/Banners and LPs/or

Translation instructions
  • For pages marked "Missing" or "In progress", click the page title and start translating. When you are done, click "edit status" and change the status to proofreading.
  • For pages marked "Needs updating", compare the page to the source page and update the translation accordingly. When you are done, click "edit status" and change the status to proofreading.
  • It is important to have someone else proofread the translated page! If you have proofread a page and it is ready for publication, click "edit status" and change that page's status to ready.
  • If you are changing something that has already been published, change its status back to ready for it to be published again.

If you have any questions or feedback regarding the translation process, please post them here. Translation FAQ

Round one banners
  1. ଏବେ ପଢ଼ନ୍ତୁ
  2. ଦୟାକରି ପଢ଼ନ୍ତୁ:
    ଉଇକିମିଡ଼ିଆ ପ୍ରତିଷ୍ଠାତା ଜିମି ଉଏଲସଙ୍କ ଠାରୁ ଏକ
    ଏକ ବ୍ୟକ୍ତିଗତ ଅନୁରୋଧ
  3. ଦୟାକରି ପଢ଼ନ୍ତୁ:
    ଉଇକିପିଡ଼ିଆ ପ୍ରୋଗ୍ରାମକାରୀ ବ୍ରାଣ୍ଡନ ହାରିସଙ୍କ ଠାରୁ
    ଏକ ଏକ ବ୍ୟକ୍ତିଗତ ଅନୁରୋଧ
  4. ଦୟାକରି ପଢ଼ନ୍ତୁ:
    ୨,୪୬୩ ଟି ଉଇକିପିଡ଼ିଆ ପ୍ରସଙ୍ଗ ଲେଖାଳିଙ୍କ ଠାରୁ
    ଏକ ଏକ ବ୍ୟକ୍ତିଗତ ଅନୁରୋଧ
  5. ଦୟାକରି ପଢ଼ନ୍ତୁ:
    ୫୪୯ ଟି ଉଇକିପିଡ଼ିଆ ପ୍ରସଙ୍ଗ ଲେଖାଳିଙ୍କ ଠାରୁ
    ଏକ ଏକ ବ୍ୟକ୍ତିଗତ ଅନୁରୋଧ
  6. ଦୟାକରି ପଢ଼ନ୍ତୁ:
    ଉଇକିପିଡ଼ିଆ ପ୍ରୋଗ୍ରାମକାରୀ ରିଆନ କାଲଦାରିଙ୍କ ଠାରୁ
    ଏକ ଏକ ବ୍ୟକ୍ତିଗତ ଅନୁରୋଧ
  7. ଦୟାକରି ପଢ଼ନ୍ତୁ:
    ଆମ୍ଭ କର୍ମଚାରୀମାନଙ୍କ ଠାରୁ ଏକ ଅନୁରୋଧ
  8. ଦୟାକରି ପଢ଼ନ୍ତୁ:
    ଉଇକିପିଡ଼ିଆ ଗବେଷକ ମାରିଆଇନା ପିଞ୍ଚୁକଙ୍କ ଠାରୁ
    ଏକ ଏକ ବ୍ୟକ୍ତିଗତ ଅନୁରୋଧ
Round one LP headers
  1. ଉଇକିପିଡ଼ିଆ ପ୍ରତିଷ୍ଠାତା ଜିମି ଉଏଲସଙ୍କ ଠାରୁ ।
  2. ଉଇକିପିଡ଼ିଆ ପ୍ରୋଗ୍ରାମକାରୀ ବ୍ରାଣ୍ଡନ ହାରିସଙ୍କ ଠାରୁ
  3. ଉଇକିପିଡ଼ିଆ ଲେଖକ ଆଲାନ ସୋନଙ୍କ ଠାରୁ
  4. ଉଇକିପିଡ଼ିଆ ଲେଖିକା ସୁସାନ ହେଇଟଙ୍କ ଠାରୁ
  5. ଉଇକିପିଡ଼ିଆ ପ୍ରୋଗ୍ରାମକାରୀ ରିଆନ କାଲଦାରିଙ୍କ ଠାରୁ
  6. ଉଇକିମିଡ଼ିଆ ଫାଉଣ୍ଡେସନ କର୍ମଚାରୀଙ୍କ ଠାରୁ
  7. ଉଇକିପିଡ଼ିଆ ଗବେଷକ ମାରିଆଇନା ପିଞ୍ଚୁକଙ୍କ ଠାରୁ
Where your donation goes
  1. ଆପଣଙ୍କର ଅନୁଦାନ କେଉଁଠାକୁ ଯାଉଛି
  2. କାରିଗରି: ସର୍ଭର, ବ୍ୟାଣ୍ଡଉଇଡ୍ଥ, ରକ୍ଷଣାବେକ୍ଷଣା, ବିକାଶ । ଉଇକିପିଡ଼ିଆ ଜଗତର ଶ୍ରେଷ୍ଠ #୫ ନମ୍ବର ୱେବସାଇଟ ଭିତରୁ ଗୋଟିଏ, ଆଉ ବାକି ଶ୍ରେଷ୍ଠ ୱେବସାଇଟସବୁ ଯେତିକି ଟଙ୍କା ଖରଚ କରିଥାନ୍ତି ଏହା ତାର ମାତ୍ର କେତେ ଭାଗ ଖରଚ କରିଥାଏ
  3. ଲୋକ: ବାକି ମହା ୱେବସାଇଟ ସବୁରେ ଅନେକ ଜଣ କର୍ମଚାରୀ ଥାନ୍ତି । ଆମ୍ଭର ୧୦୦ରୁ କମ ଜଣ କର୍ମଚାରୀ ଅଛନ୍ତି, ଯାହା ଆପଣଙ୍କ ଅନୁଦାନ ଏକ ଅଣଲାଭକାରୀ ସଙ୍ଗଠନରେ ଉପଯୁକ୍ତ ଭାବେ ଖରଚ ହେବା ଉପରେ ଧ୍ୟାନ ଦିଆଯାଇଥାଏ