Category:Wikimedia Foundation/or
ଏକ ଅଣଲାଭକାରୀ ସଂସ୍ଥା "ଉଇକିମିଡ଼ିଆ ଫାଉଣ୍ଡେସନ୍" ହେଉଛି ଉଇକିପିଡ଼ିଆ, ଉଇକିଅଭିଧାନ, ଉଇକିକୋଟ, ଉଇକିପୁସ୍ତକ, ଉଇକିପାଠାଗାର, ଉଇକିଡାଟା ଏବଂ ଅନ୍ୟାନ୍ୟ ପ୍ରକଳ୍ପର ମୂଳ ସଂଗଠନ । ଏହାର ଲକ୍ଷ୍ୟ ହେଉଛି ମୁକ୍ତ ବିଷୟବସ୍ତୁ, ଉଇକି-ଆଧାରିତ ପ୍ରକଳ୍ପଗୁଡ଼ିକୁ ବଜାୟ ରଖିବା ଏବଂ ବିକଶିତ କରିବା ଏବଂ ଜନସାଧାରଣଙ୍କୁ ମାଗଣାରେ ସେହି ପ୍ରକଳ୍ପଗୁଡ଼ିକର ସମ୍ପୂର୍ଣ୍ଣ ବିଷୟବସ୍ତୁ ପ୍ରଦାନ କରିବା ।
ଅଫିସିଆଲ ୱେବସାଇଟ: http://wikimediafoundation.org/
ଯୋଗାଯୋଗ ସୂଚନା ଲୋକାଲ ଚାପ୍ଟର ଗୁଡ଼ିକର ତଥ୍ୟ ମଧ୍ୟ ଏଠି ଦେଖିପାରିବେ ।
Subcategories
This category has the following 14 subcategories, out of 14 total.
A
B
C
E
F
G
H
L
M
P
R
Pages in category "Wikimedia Foundation/or"
The following 2 pages are in this category, out of 2 total.