보편적 행동 강령/초기 2020년 협의/오리야어
소개:
오리야어 위키백과는 가장 활동적인 12개의 인도어 위키백과 중 하나입니다. 2002년에 시작되었습니다. 2002년부터 2006년까지는 잠복해 있었지만, 2006년에 기술적으로 건전하고 열정적인 사람들이 기여자로 참여하면서 좋은 성장세를 보였습니다. 현재 15,678개의 문서와 67,000개 이상의 페이지가 있으며, 등록된 사용자는 25,155명입니다(2020년 5월 11일 기준). 프로젝트에는 6명의 관리자가 있으며, 그 중 4명이 활동 중입니다. 일반적으로 커뮤니티는 모든 새 편집자 또는 활동적인 편집자를 교육 기관의 위키백과 오리엔테이션 프로그램과 온라인 또는 소셜 미디어 캠페인을 통해 얻었습니다.
커뮤니티는 게시물이나 유용한 공개 링크를 공유하기 위해 페이스북 및 트위터와 같은 소셜 미디어 플랫폼을 따르고, 기여자 간의 커뮤니케이션을 유지하기 위해 오리야어 위키 메일링 리스트, IRC 노드, 와츠앱 그룹 및 페이스북 메신저 그룹을 사용합니다. 이메일 ID는 공식 커뮤니케이션 채널로 사용되는 반면 사랑방은 주요 토론 플랫폼입니다. 기여자는 또한 오리야어 위키백과의 자매 프로젝트인 오리야어 위키문헌, 위키낱말사전, 위키데이터 및 위키미디어 공용에도 기여합니다.
오리야어 위키백과의 월별 총 페이지뷰는 약 140만입니다(참고 문헌). 이는 오리야어 위키가 활동적인 편집자 수가 적음에도 불구하고 주요 인도어 위키 중 하나임을 나타냅니다.
커뮤니티의 행동 정책 현황
오리야어 위키백과나 자매 프로젝트에는 행동 정책이 없습니다. 문서 작성 및 편집에 초점을 맞춘 몇 가지 콘텐츠 규칙이 있습니다. 위키 내/외부 활동을 위한 우호적인 공간을 유지하고 다른 사람에게 도움/지원을 요청하는 절차에 대해 모호하게 나열된 몇 가지 사항이 있습니다. 개인 정보 보호 정책의 경우 오리야어 커뮤니티는 위키미디어 재단(WMF 개인 정보 보호 정책)을 따릅니다. 그러나 허용되는 행동에 초점을 맞춘 전담 정책은 형성되지 않았습니다. 협의에 참여한 커뮤니티 구성원은 정책이 부족한 이유를 다음과 같이 설명했습니다.
- 이전에 오리야어 커뮤니티는 8~12명으로 규모가 작았습니다. 사람이 적었기 때문에 친근한 환경이었고 행동 정책과 행동 강령에 대한 적극적인 인식이 없었습니다. 기본적으로 커뮤니티는 정책에 대해 생각하는 것보다 문서 작성과 커뮤니티 구축에 더 집중했습니다.
- 적절한 지식이 부족하고 WMF 이용 약관이나 영어 위키백과 정책의 길고 복잡한 요점 중 일부를 번역할 수 있는 전담 인력이 부족합니다.
- 한 사용자는 "과거에는 커뮤니티 구성원들 사이에서 이런 상황/토론/논란에 직면한 적이 없었는데, 그럴 경우 우리만의 CoC를 만들어야 한다고 느꼈어야 했지만, 지금은 커뮤니티가 성장하면서 콘텐츠를 만들고 이벤트를 조직하는 것 외에도 더 많은 토론 포인트가 분명해지고 있습니다. 모든 사람이 알고 따라야 할 전담 규칙이나 일종의 지침이 있어야 한다고 생각합니다. 이는 앞으로 커뮤니티에 많은 도움이 될 것입니다."라고 언급했습니다.
원활한 진행 과정
저는 사랑방에 대한 토론을 통해 커뮤니티에 다가갔습니다(링크 1, 링크 2). 커뮤니티의 반응은 엇갈렸습니다.
수신된 총 응답 수: 32명
위키 토론에서의 응답 : 9명
총 지원 수: 22명
사랑방 토론 외에도 저는 지역 사회 구성원들에게 직접 연락했습니다. 저는 전화, 이메일, 채팅을 통해 그들과 소통하려고 노력했습니다(특히 자발적 기여 기간 동안 과거에 함께 협력했던 사람들). 저는 설문 조사를 통해 익명으로만 응답할 의향이 있다고 전달한 사람들에게 설문 조사 양식을 공유했습니다. 제 아웃리치를 통해 저는 오리야어 커뮤니티가 UCoC 프로젝트를 자세히 이해하도록 할 수 있었고, 그들이 들어오는 질문/의심에 답할 수 있었습니다. 시간이 많이 걸리는 과정이었지만, 많은 응답을 받았고 지역 사회 구성원들이 책임감을 느꼈다고 보고했기 때문에 잘 진행되었습니다.
저는 또한 오리야어 위키미디어 사용자 그룹에 연락하여 토론을 나누었습니다.
커뮤니티 피드백
많은 오리야어 커뮤니티 구성원은 다양한 커뮤니티뿐만 아니라 워크숍과 컨퍼런스를 포함한 온라인-오프라인 활동에도 적용될 보편적 행동 강령이라는 아이디어를 환영했습니다. 커뮤니티 구성원은 모든 개방형 운동에서 사용자의 보안이 장기적으로 가장 중요하다고 표현했습니다. UCoC는 운동에서 평화로운 환경을 조성하는 데 도움이 될 것입니다.
오리야어 커뮤니티는 UCoC가 커뮤니티의 선임 구성원과 신규 사용자 간의 격차를 메우는 데 도움이 될 것으로 기대합니다. 그들은 지침이 중요하다고 믿습니다. 200명, 20명 또는 2명을 위한 것이든 말입니다. 적절한 채널과 조정이 없다면 프로젝트는 살아남을 수 있지만 영원히 살아남을 수는 없습니다.
보편적 행동 강령은 모든 사람이 기여할 수 있는 안전한 환경을 만드는 데 도움이 될 것입니다. LGBTQ 사용자, 여성 기여자 및 소수자 그룹을 차별, 열등감, 괴롭힘 및 개인 공격으로부터 보호합니다. 우리는 커뮤니티를 돌보고 더 건강한 근무 분위기를 조성하는 방법을 끊임없이 생각합니다. 그러나 다양성이 없다면 우리 운동이 강력하지 않을 것임을 알고 있습니다. 그리고 UCoC는 우리가 그 다양성을 보호하는 데 도움이 될 것입니다. 오리야어뿐만 아니라 다른 많은 소규모 커뮤니티가 UCoC의 혜택을 볼 것입니다.
커뮤니티 구성원들은 오리야어 프로젝트에서 심각한 갈등이 많지 않았지만 확실한 가이드라인을 가지고 진행하는 것이 더 안전할 것이라고 강조했습니다.
일부 커뮤니티 구성원은 UCoC의 중요성을 이해하고 존중한다고 말했지만, 정책과 지침을 자주 위반하는 사람들이 경고나 처벌을 받지 않고도 무사히 빠져나가는 것을 보았습니다. 일부 사용자는 다른 강력한 편집자와의 개인적인 접촉을 사용하여 나쁜 행동을 저지르고도 무사합니다. 따라서 잘 정의되고 매우 책임감 있는 보고 시스템이 UCoC에 포함되어야 합니다.
UCoC는 비영어권 커뮤니티의 사용자가 겪는 언어 장벽을 고려해야 합니다. 추가적인 설명이 필요한 모호함이나 복잡한 진술 또는 조항이 없어야 하며, 강령을 이해하기 어렵게 만들 뿐입니다.
UCoC는 또한 향후 강령 검토에 대한 약관을 명확하게 명시해야 합니다. 이 정보에는 강령이 검토되는 기간, 검토 기관 및 검토 절차에 대한 세부 정보가 포함되어야 합니다. 커뮤니티는 또한 UCoC 위반의 결과에 대해서도 알려야 하며, 여기에는 해당 결정을 내릴 기관에 대한 정보가 포함되어야 합니다.
커뮤니티의 이상치 반응
- UCoC는 괴롭힘을 다루어야 합니다. 이는 피해자가 실제로 무슨 일이 일어났는지에 대해 자신을 증명할 충분한 자료(다른 자료가 있는 경우)가 없는 경우에도 적용되어야 합니다.
- 커뮤니티는 위키 지침과 이벤트 지침을 구분하기 어렵다고 생각합니다. UCoC는 다양한 시나리오에 적용되는 명확한 정책을 가져야 합니다. 추가 정보를 찾는 사용자가 전화하거나 편지를 쓸 곳을 알 수 있도록 연락처 정보를 공유하는 것이 좋습니다.
- 모든 커뮤니티 또는 사용자 그룹에서 지정된 여성 기여자를 지정하여 여성 기여자(자신을 여성이라고 밝히는 사용자)에게 가해지는 모든 형태의 괴롭힘 및 불의와 관련된 문제를 처리해야 합니다. 이는 의무화되어야 합니다.
돋보이는 스토리
- 커뮤니티의 경험 많고 저명한 사용자 중 한 명이 몇 년 전에 매우 활동적이었습니다. 그들은 오리야어 위키백과에 많은 기여를 했고 이벤트 편집에도 참여했습니다. 하지만 소셜 미디어 계정에서 공유한 정치적 발언 때문에 다른 몇몇 위키백과 사용자와 갈등을 빚었습니다. 일부 사용자는 부정적이고 가혹한 댓글을 통해 그를 개인적으로 공격했습니다. 갈등이 심화되었고 그들은 위키미디어인을 위한 커뮤니케이션 그룹에서 제외되었습니다. 그들은 이를 모욕으로 여기고 위키미디어 프로젝트에 기여하는 것을 중단했습니다.
- 비슷한 상황이 처음부터 오리야어 위키백과의 성장을 위해 일했던 전 커뮤니티 리더에게도 발생했습니다. 그들은 커뮤니티 초기에 모든 성공적인 오리야어 위키백과 프로젝트의 배후에 있는 사람으로 여겨졌습니다. 협의 과정에서 이 수석 편집자가 커뮤니티의 일부 새 멤버에게 무례하게 대우받았다는 보고를 받았습니다. 새 멤버는 그들과 그들의 작업에 대해 모욕적인 코멘트를 했습니다. 따라서 사용자는 커뮤니티 활동, 워크숍, 미팅 및 기타 참여에서 거리를 두었습니다.
결론
제가 이야기를 나눈 오리야어 커뮤니티 구성원들은 보편적 행동 강령이라는 아이디어를 지지했을 뿐만 아니라 가능한 한 빨리 이를 실행해야 한다고 주장했습니다. 그들은 오리야어 커뮤니티가 많은 갈등이나 행동 문제를 겪지 않았지만, 커뮤니티가 성장하고 있기 때문에 모든 사람이 기여할 수 있는 안전한 공간을 제공하여 운동의 다양성을 보호하는 데 도움이 되는 표준 행동 지침 세트를 환영할 것이라고 말했습니다. 커뮤니티 구성원들은 보편적 행동 강령에는 적절한 집행 및 불만 처리 메커니즘이 수반되어야 한다고 주장했습니다. 커뮤니티의 제안은 위에 나열되어 있습니다.
저는 수년간 오리야어 위키백과를 편집해 왔지만, 보편적 행동 강령에 대한 협의를 하는 것은 상쾌한 경험이었습니다. 지역 사회 구성원들과 긴밀히 소통하고 그들이 직면한 어려움을 이해할 수 있는 기회가 되었기 때문입니다. 저는 제 커뮤니티와 위키미디어 문화에 대해 더 나은 방식으로 많은 새로운 것을 배웠습니다. 저는 모든 사람을 더 포용적으로 만들기 위해 운동에서 해야 할 일이 많다는 것을 말해주는 많은 숨겨진 사례와 이야기를 접했습니다.
Report in Odia
ସମ୍ୟକ ବିବରଣୀ
ଭାରତୀୟ ଭାଷାରେ ପ୍ରଥମେ ଆରମ୍ଭ ହୋଇଥିବା କିଛି ଉଇକିପିଡିଆ ମାନଙ୍କ ଭିତରୁ, ଓଡିଆ ଉଇକିପିଡିଆ ଅନ୍ଯତମ । ଏହା ପ୍ରଥମ କରି ୨୦୦୨ ମସିହାରେ ଆରମ୍ଭ ହୋଇଥିଲା । ୨୦୦୬ ମସିହା ଯାଏଁ ଏହି ପ୍ରକଳ୍ପ ଏକ ପ୍ରକାର ସୁପ୍ତ ଅବସ୍ଥାରେ ରହିଥିଲା କହିଲେ ଚଳେ । କିଛି ସକ୍ରିୟ ଯୁବ ଉଇକିଆଳି ମାନଙ୍କ ଉଦ୍ୟମ ଓ ଲଗାତର ପରିଶ୍ରମ ଫଳରେ ୨୦୦୬ ମସିହାରେ ଏହି ପ୍ରକଳ୍ପଟି ଯୋର ଧରିଥିଲା । ଏବେ ସୁଦ୍ଧା ଏଥିରେ ୧୫,୬୭୮ ଟି ପ୍ରସଙ୍ଗ, ୬୭,୦୦୦ ରୁ ଅଧିକା ପୃଷ୍ଠା ଅଛି ଓ ୨୫,୧୫୫ ଜଣ ବୈଧ କରାଯାଇଥିବା ବ୍ୟବହାରକାରୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୧୭ - ୨୦ ଜଣ ଅବଦାନକାରୀ ସକ୍ରିୟ ଅଟନ୍ତି । ଏହି ପ୍ରକଳ୍ପରେ ୬ ଜଣ ପରିଚ୍ଛା ବା ଆଡମିନ ଅଛନ୍ତି । ବର୍ତ୍ତମାନ ଓଡିଆ ଉଇକିପିଡିଆରେ ସକ୍ରିୟ ଥିବା ଉଇକିଆଳି ମାନଙ୍କ ମଧ୍ୟରୁ ଅଧିକାଂଶ, ବିଭିନ୍ନ ସ୍କୁଲ / କଲେଜରେ ହୋଇଥିବା ଉଇକିପିଡିଆ କର୍ମଶାଳା କିମ୍ବା ସୋସିଆଲ ମିଡିଆ ପ୍ରଚାରରୁ, ଉଇକି ଅଭିଯାନ ସହିତ ଜଡିତ ହୋଇଛନ୍ତି । ଉଇକିଆଳିମାନଙ୍କ ଭିତରେ ଯୋଗାଯୋଗ ରକ୍ଷା କରିବା ପାଇଁ ସୋସିଆଲ ମିଡିଆର ସାହାଜ୍ଯ ନିଆ ଯାଇଥାଏ (ଫେସବୁକ, ମେସେଞ୍ଜର, ଟ୍ଵିଟର ଇତ୍ୟାଦି) । ଏହା ଛଡା ଏହି ଉଇକିପିଡିଆର ନିଜସ୍ଵ ମେଲିଂ ଲିଷ୍ଟ ଓ ଆଇ.ଆର.ସି. ମଧ୍ୟ ରହିଛି । ଉଇକିପିଡିଆ ସହ ଜଡିତ ଆଲୋଚନା କିମ୍ବା କିଛି ଜରୁରୀ ସୂଚନା ନେବା ଦେବା ପାଇଁ ଉଇକିପିଡିଆ ଆଲୋଚନା ସଭା ଓ ଇ-ମେଲ ର ବ୍ୟବହାର କରାଯାଏ । ଓଡିଆ ଉଇକିଆଳିମାନେ କେବଳ ଓଡିଆ ଉଇକିପିଡିଆ ନୁହେଁ, ଏହାର ଅନ୍ୟ ଏକ ପ୍ରକଳ୍ପ ଉଇକିପାଠାଗାର, ଉଇକିସନାରୀ, ଉଇକିଡାଟା ଓ ଉଇକିମିଡିଆ କମନ୍ସରେ ମଧ୍ୟ ଅବଦାନ କରନ୍ତି । ସାଂଖ୍ୟିକ ବିବରଣୀ ମୋଟ ପ୍ରସଙ୍ଗ ସଂଖ୍ୟା : ୧୫,୬୭୮ ମୋଟ ପ୍ରକଳ୍ପ ଆକାର: ୬୬,୪୩୦ ମୋଟ ଅବଦାନ ସଂଖ୍ୟା: ୩,୮୮,୦୧୩ ମୋଟ ଶବ୍ଦ ସଂଖ୍ୟା: ୪୨,୦୭,୭୩୫
କିଛି ବିଶେଷତ୍ଵ
ମାସିକ ଭାବରେ ଓଡିଆ ଉଇକିପିଡିଆ ପ୍ରସଙ୍ଗ ପଢୁଥିବା ଲୋକ ମାନଙ୍କର ସଂଖ୍ୟା ୧୪ ଲକ୍ଷରୁ ଅଧିକା । (Reference)->ଭାରତୀୟ ଭାଷାର ଛୋଟ ଉଇକିପିଡିଆ ମାନଙ୍କ ଭିତରେ ଏହି ପରିସଂଖ୍ୟାନ ନିଶ୍ଚିତ ଭାବରେ ଉତ୍ସାହଜନକ ।
ବର୍ତ୍ତମାନ ସୁଦ୍ଧା ଓଡିଆ ଉଇକିପିଡିଆରେ ବ୍ୟବହାରିକ ନିୟମାବଳୀର ଅବସ୍ଥା । : ଉଇକିଆଳିମାନଙ୍କ ବ୍ୟବହାରିକ ଦ୍ରୁଷ୍ଟିକୋଣରୁ ଦେଖିବାକୁ ଗଲେ ଏବେ ଯାଏଁ ଓଡିଆ ଉଇକିପିଡିଆରେ ସେପରି କିଛି ନିର୍ଦ୍ଧିଷ୍ଠ ନିୟମାବଳୀ ପ୍ରଣୟନ କରାଯାଇନାହିଁ । ଯେତିକି କିଛି ସୂଚନା ଓ ନିୟମ ଅଛି ସେଗୁଡିକ କେବଳ ପ୍ରସଙ୍ଗ ଲେଖିବା, ସାହାଜ୍ଯ ସହଯୋଗ ଓ ଆପୋଷ ବୁଝାମଣା ପାଇଁ ଉଦ୍ଦିଷ୍ଟ । ଓଡିଆ ଉଇକିପିଡିଆର ଗୁମରନୀତି ଦେଖିଲେ ତାହା ମଧ୍ୟ ଉଇକିମିଡିଆ ଫାଉଣ୍ଡେସନର ପୃଷ୍ଠା ଆଧାରରେ ଚାଲିଛି । ଏସବୁର କାରଣ ଖୋଜିବା ବେଳେ କିଛି ପୁରୁଖା ଉଇକିଆଳି ମାନଙ୍କ ଠାରୁ କିଛି ମତାମତ ଲୋଡିଥିଲି ଓ ପାଇଥିଲି ମଧ୍ୟ । ଯେପରିକି : ଆଗରୁ ଓଡିଆ ଉଇକିଆଳି ମାନଙ୍କ ସଂଖ୍ୟା ୮-୧୦ ଭିତରେ ସୀମିତ ରହୁଥିଲା । ଯେହେତୁ ଏତେ ଦିନ ଧରି କେବେ କିଛି କଳହ କିମ୍ବା କୌଣସି ପ୍ରକାର ନିର୍ଯ୍ୟାତନାର ଅଭିଯୋଗ ଆସିନଥିଲା, ତେଣୁ କରି ସଭିଏଁ ବ୍ୟବହାରିକ ନିୟମ ଠାରୁ ଅଧିକା ଭାଷା ତଥା ପ୍ରସଙ୍ଗ ଗୁଡିକର ମାନ ବୃଦ୍ଧି କରିବାରେ ମନ ଦେଇଥିଲେ । ଆଗରୁ ସମ୍ପ୍ରଦାୟ ଭିତରେ, ଉଇକିମିଡିଆ ଫାଉଣ୍ଡେସନ କିମ୍ବା ଇଂରାଜୀ ଉଇକିପିଡିଆର ବ୍ୟବାହାରିକ ନିଯମାବଳୀକୁ ବୁଝି, ସଠିକ ଅନୁବାଦ କରି ଲେଖିବା ପରି ଲୋକଙ୍କ ଅଭାବ ଥିଲା । କିମ୍ବା ଯାହା ପକ୍ଷେ ଏହା ସାଧ୍ୟ ଥିଲା , ସମୟ ଅଭାବରୁ କେହି ସେ ଉପରେ କାମ ଆରମ୍ଭ କରି ନ ଥିଲେ । ଜଣେ ଉଇକିଆଲିଙ୍କ କହିବା ଅନୁସାରେ, "ଆଗରୁ କୌଣସି କଳହ କିମ୍ବା ବିବାଦୀୟ ପରିସ୍ଥିତି ଉପୁଜି ନଥିଲା । ତେଣୁ ସେ ନେଇ କିଛି ନିୟମ କାନୁନ ରହୁ ବୋଲି ଆମେ ଧ୍ୟାନ ଦେଇନଥିଲୁ । ଏବେ ଯେହେତୁ ଉଇକିଆଳି ମାନଙ୍କ ସଂଖ୍ୟା ବାଢୁଛି ଓ ଉଇକିରେ ସମୟ ଅଧିକ ଦିଆଯାଉଛି, ଆମକୁ ଏକ ଶୃଙ୍ଖଳ ଭବିଷ୍ୟତ ପାଇଁ ଭାବିବାକୁ ପଡିବ । ଏଥିପାଇଁ କିଛି ନିଯମାବଳୀ ରହିଲେ ସଭିଙ୍କୁ ସୁବିଧା ହେବ ।
ଓଡିଆ ଉଇକିଆଳିଙ୍କ ମତାମତ ଓ ଅନୁଶୀଳନ ପ୍ରକ୍ରିୟା
ଅନୁଶୀଳନ ମଧ୍ୟମ: ଭାଗ - ୧ , ଭାଗ - ୨ ମତାମତର ପରିସଂଖ୍ୟାନ କିପରି ଥିଲା ?
- ଆଲୋଚନା ସଭାରେ ଭାଗ ନେଇଥିବା ଉଇକିଆଳି ମାନଙ୍କ ସଂଖ୍ୟା : ୯
- ମତାମତ ଦେଇଥିବା ଉଇକିଆଳି ମାନଙ୍କ ସଂଖ୍ୟା : ୩୨
- ସମର୍ଥନ ସଂଖ୍ୟା : ୨୨
ଆଲୋଚନା ସଭା ଛଡା ଜଣ ଜଣଙ୍କୁ ଫୋନ କରି ଏହି ପ୍ରକଳ୍ପ ବିଷୟରେ ବୁଝାଇବା ସହିତ ଆଲୋଚନାରେ ଭାଗ ନେଇ ନିଜ ମତ ରଖିବା ପାଇଁ ଅନୁରୋଧ କରିବା ଦ୍ଵାରା ଏହି ଅନୁଶୀଳନ ପ୍ରକ୍ରିୟା ସହଯ ଓ ସରଳ ଭାବରେ ସାରି ପାରିଥିଲି । ଏହା ଦ୍ଵାରା ଉଇକିଆଳିଙ୍କ ମଧ୍ୟରେ ଏକ ପ୍ରକାର ଦାୟିତ୍ଵବୋଧ ସୃଷ୍ଟି ହୋଇଥିଲା ଓ ମତେ ବହୁତ କିଛି ଜାଣିବାକୁ ମଧ୍ୟ ମିଳିଥିଲା ।
ଉଇକିଆଳିଙ୍କ ଠାରୁ ମିଳିଥିବା ମତାମତ
ଓଡିଆ ଉଇକିଆଳିମାନଙ୍କ ମଧ୍ୟରୁ ଅଧିକାଂଶ ଏହି "ୟୁନିଭର୍ସାଲ କୋଡ ଅଫ କଣ୍ଡକ୍ଟ" ପ୍ରକଳ୍ପକୁ ଓ ଏହା ପଛରେ ଥିବା ଶୃଙ୍ଖଳିତ ବିଚାର ଧାରାକୁ ପ୍ରଶଂସା କରିଥିଲେ ଓ ଏଥିପାଇଁ ନିଜର ସମର୍ଥନ ଜଣାଇଥିଲେ । ସେମାନଙ୍କ ମତରେ, ଉଇକିମିଡିଆ ପ୍ରକଳ୍ପ ଗୁଡିକରେ ଅବଦାନକାରୀ ମାନଙ୍କର ସୁରକ୍ଷା ଓ ନିରାପତ୍ତା ବହୁତ ମୂଲ୍ୟବାନ ଏବଂ ଏହା ଅଧିକ ସମୟ ପାଇଁ ଜଣଙ୍କ ଅବଦାନ ପଛରେ ଏକ ବଡ ଭୂମିକା ତୁଲାଇଥାଏ । ଏହି "ୟୁନିଭର୍ସାଲ କୋଡ ଅଫ କଣ୍ଡକ୍ଟ" ପ୍ରକଳ୍ପ ଆଗକୁ ଏକ ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ ବାତାବରଣ ସୃଷ୍ଟି କରିବ ବୋଲି ସଭିଙ୍କ ଆଶା ରହିଛି । ଏହି ନିୟମାବଳୀ ପ୍ରଣଯନ ହେବା ପରେ ଉଇକିଆଳିମାନଙ୍କ ମଧ୍ୟରେ ଥିବା ଜାତିଗତ, ଲିଙ୍ଗ ଭିତ୍ତିକ ତଥା ଅନ୍ଯାନ୍ଯ ପ୍ରକାର ଭେଦଭାବ ଗୁଡିକ ଦୂର ହୋଇପାରିବ ବୋଲି ସେମାନଙ୍କ ଆଶା । କୌଣସି ଦଳ ବଡ ହେଉ କିମ୍ବା ଛୋଟ, ୨୦୦ ଲୋକ ଥାନ୍ତୁ କିମ୍ବା ୨ ଜଣ , ସେମାନଙ୍କ ଭିତରେ ସମନ୍ଵୟ ଓ ସହଯୋଗ ରହିବା ନିହାତି ଦରକାର , ନହେଲେ ସେ କାମ ଆଗେଇପାରିବନି । ଠିକ ସେହିପରି ବିନା ନିୟମ କାନୁନରେ ଆମେ ମାନେ ମଧ୍ୟ ଆଗେଇପାରିବା ନାହିଁ । କାହର ରଙ୍ଗ, ଶରୀର ଗଠନ, ଇଚ୍ଚତା କିମ୍ବା ଅକ୍ଷମତାକୁ ନେଇ ଥଟ୍ଟା ପରିହାସ ଜଦି ସେ ଲୋକଙ୍କୁ ସେଇଟା ଅଗ୍ରାହ୍ୟ କରିବା , କାହାର ବ୍ୟକ୍ତିଗତକୁ ସମସ୍ୟା କିମ୍ବା ସମ୍ପର୍କକୁ ନେଇ ଆଲୋଚନା ଏବଂ ସମାଲୋଚନା କରିବା, କେହି କିଛି କାମ କରୁଥିଲେ କିମ୍ବା ଭାଗ ନଉଥିବେ ସେମାନଙ୍କୁ ବ୍ୟକ୍ତିଗତ ଭାବେ ଅକ୍ରମଣ କରିବା, ବାକ୍ ବିତର୍କ କରିବା, ପରସ୍ପରକୁ ସମ୍ମାନ ନ କରିବା, କାହା ଉପରେ ଶାରିରୀକ ଆକ୍ରମଣ ଇତ୍ୟାଦି ସବୁ ଜିନିଷ ଓ ଏହାର ଦଣ୍ଡ ବିଧାନ ଏହି "ୟୁନିଭର୍ସାଲ କୋଡ ଅଫ କଣ୍ଡକ୍ଟ" ପ୍ରକଳ୍ପରେ ରହିବା ଦରକାର । ଏସବୁ ପରିସ୍ଥିତିରେ ପୀଡିତ/ପୀଡ଼ିତାଙ୍କ ପାଇଁ ଏକ ନିର୍ଦ୍ଧିଷ୍ଟ ଯୋଗାଯୋଗ ମାଧ୍ୟମ ମଧ୍ୟ ରହିବା ଦରକାର । ଏଥିରେ କଣ ସବୁ ନିୟମ ରହିବ, ଦରକାର ପଡିଲେ ନିୟମ ଗୁଡିକ କିପରି ବଦଳା ଯାଇ ପାରିବ ସେ ନେଇ ମଧ୍ୟ ନିର୍ଦ୍ଧାରିତ ପ୍ରକ୍ରିୟା ରହିବା ଜରୁରୀ । କେବଳ ଓଡିଆ ନୁହେଁ, ଆମ ପରି ଅନେକ ଉଇକିପିଡିଆ ଏହି ପ୍ରକଳ୍ପ ଦ୍ଵାରା ଲାଭବାନ ହୋଇପାରିବେ । ଜଣେ ଉଇକିଆଳିଙ୍କ ବ୍ୟକ୍ତିଗତ ମତ ହେଉଛି ଯେ ବର୍ତ୍ତମାନ ଆମ ଉଇକି ଏକ ଅଳ୍ପସଂଖ୍ୟକ ଲୋକଙ୍କ ଭିତରେ ସିମୀତ ଏବଂ ଆମ ସମସ୍ତେ ଆନ୍ତିରକ ଭାବେ ଜଡିତ । ବଡ ଅସୁବିଧା କିଛି ହେଇନି । ଯାହା ହେଇଛି ଉଇକିରେ ଅଲୋଚନା ନ ହେଇ ସମାଧାନ ହେଇଛି । କିନ୍ତୁ ଭବିଷ୍ୟତକୁ ଦେଖିଲେ ଏକ ନିୟମାବଳୀ ରହିବା ଜରୁରୀ । ଆମେ ତ କାହାକୁ କିଛି ଦଣ୍ଡ ଦେଇ ପାରିବାନି ହେଲେ ନିୟମ ମାନିବାକୁ କହିପାରିବା । ଆଗକୁ ଆମ ଭିତରୁ କିଏ ଥିବ ନ ଥିବ । ଆମ ଉଇକି ପରିବାର ଏତେ ବଡ ହେଇଯିବ ଯେ ବ୍ୟକ୍ତିଗତ ଭାବେ ଯୋଡି ହେଇ ରହିବା ଅସୁବିଧା ହେବେ ସେତେବେଳେ ଏହି ନିୟମଗୁଡିକ ଆମ କାମରେ ଆସିବ । ଜଣେ କିଛି ଭୁଲ କରି ନିଜ କ୍ଷମତା କିମ୍ବା ବ୍ୟକ୍ତିଗତ ଯୋଗାଯୋଗର ସୁବିଧା ନେଇ ଖସି ନ ଯିବାର ବାଟ ଆମକୁ ଖୋଜିବାକୁ ପଡିବ। ଆଉ କିଛି ଉଇକିଆଳିଙ୍କ କହିବା କଥା ଯେ, ଭିନ୍ନ ଭିନ୍ନ ଲିଙ୍ଗର ଲୋକଙ୍କୁ ସମାଜରେ ସମାନ ଭାବେ ସମ୍ମାନ ଓ ଅଧିକାର ନ ଦେବା ଆମର ନିତିନିଦିନିଆ ଘଟଣା । ସାମାଜିକ ଅସୁବିଧା ମଣିଷର ବ୍ୟାବହାରିକ ଓ ଚାରିତ୍ରିକ ପ୍ରତିଫଳନ । ତେଣୁ କମ୍ୟୁନିଟି ୨ ଜଣ ଲୋକଙ୍କୁ ନେଇ ତିଆରି ହେଲେ ବି ନିୟମାବଳୀ ଲୋଡ଼ା । ଆଉ ସମସ୍ତଙ୍କ ଅସୁବିଧାକୁ ସ୍ଥାନ ଦେଲେ Code of Conduct ଆପେ ଆପେ ୟୁନିଭର୍ସାଲ ହେବ । ପୂରା ନ ହେଲେ ବି ମୋଟାମୋଟି ହେବ ଓ ଏହା ସମସ୍ତଙ୍କ ପାଇଁ ଜରୁରୀ ।
କିଛି ଉତ୍କୃଷ୍ଟ ଧରଣର ଚିନ୍ତାଧାରା
ଅନେକ ଉଇକିଆଳି ବ୍ୟକ୍ତିଗତ ସ୍ତରରେ ସମ୍ବନ୍ଧିତ । ସେ କ୍ଷେତ୍ରରେ ସାମାଜିକ/ନୈତିକ/ରାଜନୈତିକ ମତଭେଦ ଉପୁଜିଲେ ଜଣେ ଆଉ ଜଣଙ୍କୁ ଆକ୍ରମଣ କରିବାର ବହୁ ଉଦାହରଣ ରହିଛି । କିପରି ଉଇକିପିଡ଼ିଆ ଜୀବନ ଆଉ ବ୍ୟକ୍ତିଗତ ଜୀବନ ଅଲଗା ରଖିହେବ ସେ ବାବଦରେ କିଛି ଆଲୋଚନା/ପରାମର୍ଶ କରିବା । ଜଣେ ଉଇକିଆଳି ଉଇକିପିଡ଼ିଆ ବାହାରେ ସେଭଳି କାମରେ ଲିପ୍ତ ରହିଲେ କି ପଦଃକ୍ଷେପ ନିଆଯିବ (ବା ନିଆଯିବନି) ଓ ଯାହା ଉପରେ କୌଣସି ପ୍ରକାର ଆକ୍ରମଣ ହେଉଛି ତାଙ୍କର ନିରାପତ୍ତା ବାବଦରେ ଆଲୋଚନା । ବା ଏଥିରେ ଖ୍ଯାତି ସହିଥିବା ଲୋକ ପାଖରେ କିଛି ପ୍ରମାଣ ଥାଉ ନାହିଁ ତାହାଲେ ତାକୁ କିପରି ସମାଧାନ କରାଯିବ ? ଅନେକ ସମୟରେ ଉଇକିଆଳିଙ୍କ ଭିତରେ ଉଇକି ପୃଷ୍ଠା ଜନିତ ନିୟମ ଓ କୌସସି କର୍ମଶାଳା ବା ଏଭେଣ୍ଟର ନିୟମକୁ ଦେଇ ଦ୍ଵନ୍ଦ ଉପୁଜିଥାଏ । ଏଗୁଡିକ ଏଡାଇବାକୁ କିଛି ଯୋଗାଯୋଗ ମାଧ୍ୟମ ରଖାଗଲେ ସୁବିଧା ହେବ । ପ୍ରତି ୟୁଜର ଗୃପରେ ଜଣେ ଜଣେ ମହିଳା ଉଇକିଆଳି ଏହି ନିରାପତ୍ତା ଦାୟିତ୍ବରେ ରହିଲେ ମହିଳା ଉଇକିଆଳି କିମ୍ବା ସଂଖ୍ୟାଲଘୁ ବ୍ୟକ୍ତିବିଶେଷ ମାନଙ୍କର ଅସୁବିଧା କିମ୍ବା ବିବାଦ ଗୁଡିକ ସମାଧାନ କରାଯାଇପାରିବ । ଏହା ସବୁ ୟୁଜର ଗୃପ ପାଇଁ ବାଧ୍ୟତାମୂଳକ କରାଯିବା ଦରକାର ।
ଅତୀତର କିଛି ଘଟଣା
ଏକଦା ବହୁତ ସକ୍ରିୟ ଥିବା ଜଣେ ଉଇକିଆଳିଙ୍କ କିଛି ବ୍ୟକ୍ତିଗତ କାର୍ଯ୍ୟକଳାପ ଓ କିଛି ବିବାଦୀୟ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଉଇକି ଯୋଗାଯୋଗ ଗୃପରେ କଳହ ହେଉଥିଲା ଓ ପରେ ସେହି ବ୍ୟବହାରକାରୀଙ୍କୁ ଦଳରୁ ବାହାର କରିଦିଆଯାଇଥିଲା । ସେହି ବ୍ୟବହାରକାରୀଙ୍କ ପାଇଁ ଏହା ଏକ ଅପମାନଜନକ ପରିସ୍ଥିତି ପରି ହୋଇଥିଲା ଓ ଏହା ପରେ ତାଙ୍କୁ ଆଉ କୌଣସି ଉଇକି ପ୍ରକଳ୍ପରେ ଅବଦାନ କରିବାର ଦେଖିବାକୁ ମିଳିନଥିଲା । ଘଟଣାର ସତ୍ଯାସତ୍ଯ ଯାହା ହେଉ ନା କାହିଁକି , ନିଜ ନିଜ ଭିତରେ କଳହରୁ ଜଣେ ଉଇକିଆଳିଙ୍କୁ ଆମେ ହରେଇଲୁ । ଯଦି ସେ ସମୟରେ ଏପରି କିଛି ନିୟମ କାନୁନ ଥାନ୍ତା ହୁଏତ ଘଟଣାଟି ସହଜରେ ସମାଧାନ କରାଯାଇପାରିଥାନ୍ତା ।
ସେହିପରି ସମାନ ଧରଣର ଏକ ଘଟଣା ଜଣେ ପୁରୁଖା ଉଇକିଆଳିଙ୍କ କ୍ଷେତ୍ରରେ ମଧ୍ୟ ଘଟିଥିଲା । କିଛି ନୂଆ ଉଇକିଆଳିଙ୍କ ଆରୋପ ତଥା ବ୍ୟକ୍ତିଗତ କାମେଣ୍ଟ ତାଙ୍କ ପାଇଁ ଅପମାନ ଜଣକ ସାବ୍ୟସ୍ତ ହୋଇଥିଲା ଓ ସେ ନେଇ ତାଙ୍କ ପାଖରେ ଯଥେଷ୍ଟ ପ୍ରମାଣ ମଧ୍ୟ ନଥିଲା । କିଛିଦିନ ପରେ ସେ ମଧ୍ୟ ଉଇକିମିଡିଆ ପ୍ରକଳ୍ପ ଗୁଡିକରେ ଅବଦାନ କରିବା ବନ୍ଦ କରିଦେଇଥିଲେ ।